ଏଭରଗ୍ରୀନ ଦାଦିଙ୍କ ଜବରଦସ୍ତ ଡ୍ୟାନ୍ସ, ଦୁଲୁକିଲା ଷ୍ଟେଜ - ରବିବାଲା ଶର୍ମା

🎬 Watch Now: Feature Video

thumbnail

By

Published : Feb 12, 2021, 8:01 PM IST

Updated : Feb 13, 2021, 11:35 AM IST

ହାଇଦ୍ରାବାଦ: ଦିଲ୍ଲୀର ଦିଲୱାଲେ ଦାଦି । ସେ 60ରେ ବି ଲାଗୁଛନ୍ତି ସୁଇଟ ସିକ୍ସଟିନ୍ । ଆଉ କରୁଛନ୍ତି ହଲଚଲ । ତାଙ୍କ ଲଚକ୍, ମଚକ୍ ଓ ଠାଣି ବାଣୀ ସମସ୍ତଙ୍କୁ କରୁଛି ଦିୱାନା । ତାଙ୍କ ପାଖରେ ବୟସ ସତେ ଯେମିତି କିଛି କ୍ଷଣ ପାଇଁ ଥମିଯାଇଛି, ଆଉ ଦାଦି ଆଗେଇ ଚାଲିଛନ୍ତି । ଏ ହେଉଛନ୍ତି ସୋସିଆଲ ମିଡିଆର ସେନସେସନ୍ କୁଇନ୍ 62 ବର୍ଷୀୟ ଡ୍ୟାନ୍ସିଂ ଦାଦି । ଏହି ଡ୍ୟାନ୍ସିଂ ଦାଦିଙ୍କ ନାଁ ରବିବାଲା ଶର୍ମା ଓ ସେ ମୁମ୍ବାଇରେ ରୁହନ୍ତି । ତାଙ୍କ ଧମାଲ ଡ୍ୟାନ୍ସଂ ବଡ଼ ବଡ଼ କୋରିଓଗ୍ରାଫରଙ୍କୁ ବି ଆଶ୍ଚର୍ଯ୍ୟ କରିଦେଉଛି । ସେ ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 13, 2021, 11:35 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.