ଦେଖନ୍ତୁ, ଶ୍ରୀମନ୍ଦିରର ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ଦୃଶ୍ୟ

By

Published : Oct 30, 2020, 8:37 AM IST

thumbnail
ପୁରୀ: ବଡ ଠାକୁରଙ୍କ ପାଖରେ ବଡି ଭୋରରୁ ଆରମ୍ଭ ହୋଇଯାଇଛି ମଙ୍ଗଳ ଆଳତୀ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ସୃଷ୍ଟି କର୍ତ୍ତାଙ୍କ ପାଖରେ କରାଯାଇଛି ପୂଜାଅର୍ଚ୍ଚନା । ପରେ ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା କାର୍ଯ୍ୟ କରାଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ତେବେ ଏହି ଆଳତୀର ଦୃଶ୍ୟ ଭକ୍ତଙ୍କ ମନରେ ଆଣିଦିଏ ଭକ୍ତିପୁତ ଭାବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.