ମୋଦିଙ୍କ ଜନ୍ମଦିନ ଉତ୍ସବରେ ଫାଟିଲା ହିଲିୟମ ବେଲୁନ୍, 30 ବିଜେପି କର୍ମୀ ଆହତ - ମୋଦିଙ୍କ ଜନ୍ମଦିନରେ ଅଘଟଣ, 30 ଜଣ ବିଜେପି କର୍ମୀ ଆହତ
🎬 Watch Now: Feature Video

ଚେନ୍ନାଇ: ମୋଦିଙ୍କ ଜନ୍ମଦିନ ଉତ୍ସବରେ ଅଘଟଣ। ଦେଶର ପ୍ରଧାନସେବକଙ୍କ ଜନ୍ମଦିନକୁ ପାଳନ ବେଳେ ଚେନ୍ନାଇରେ ଏକ ବଡ ଧରଣର ବିସ୍ଫୋରଣ ଘଟିଯାଇଛି। ଯାହାଫଳରେ ମୁହୁର୍ତ୍ତକରେ ଜନଗହଳି ଥିବା ସ୍ଥାନ ଖାଲି ହୋଇଯାଇଥିଲା। ଏହି ଉତ୍ସବରେ ହିଲିୟମ ବେଲୁନ ବିସ୍ଫୋରଣ ହୋଇଥିଲା । ଏବଂ ଦୁର୍ଘଟଣାରେ 30 ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି।