ମାହାଙ୍ଗା ବ୍ଲକରେ ବିଜେପିକୁ ମିଳିବ ସଫଳତା: ସାରଦା ପ୍ରଧାନ - ମାହାଙ୍ଗା ବ୍ଲକରେ ବିଜେପି ବିଜେଡି ଟକ୍କର

🎬 Watch Now: Feature Video

thumbnail

By

Published : Feb 14, 2022, 5:36 PM IST

Updated : Feb 3, 2023, 8:12 PM IST

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୀତି। ନିଜର ସମର୍ଥନ ସାଉଁଟିବାରେ ଲାଗି ପଡିଛନ୍ତି ସମସ୍ତ ପାର୍ଥୀ ଆଉ ରାଜନେତା । ନିଜ ନିଜର କୌଶଳ ଲଗାଇ ପ୍ରଚାର କରୁଛନ୍ତି ସମସ୍ତ ରାଜନୈତିକ ବ୍ୟକ୍ତି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ୪୦ ନମ୍ବର ଜୋନରେ ପ୍ରଚାର ମଧ୍ୟ ସରଗରମ ରହିଛି । ତେବେ ଏହି ଜୋନରେ କିଏ ବାଜିମାତ କରିବ ? ଶୁଣନ୍ତୁ କଣ କହୁଛନ୍ତି ପ୍ରାର୍ଥିନୀ ଏବଂ ପ୍ରଚାରର ମଙ୍ଗ ଧରିଥିବା ବିଜେପି ନେତା ସାରଦା ପ୍ରଧାନ ! ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ପଞ୍ଚାୟତ ଟକ୍କର'ରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।
Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.