ତେଲ ଦର ବୃଦ୍ଧି ପାଇଁ ଋଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କଲା ରାଜ୍ୟ ବିଜେପି - ଦରବୃଦ୍ଧିକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା

🎬 Watch Now: Feature Video

thumbnail

By

Published : Apr 8, 2022, 8:57 AM IST

Updated : Feb 3, 2023, 8:22 PM IST

ଭୁବନେଶ୍ବର: ଦରବୃଦ୍ଧିକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ତୈଳ ଜାତୀୟ ଦରବୃଦ୍ଧିର ମୁଖ୍ୟ କାରଣ ହେଉଛି । ଯୁଦ୍ଧ ଚାଲୁଥିବା ହେତୁ ଦେଶର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କଂଗ୍ରେସ ଗୁରୁବାର ଯେଉଁ ଆନ୍ଦୋଳନ କରିଛି ରାଜ୍ୟ ସରକାର ଭାଟ ଆକାରରେ 40 ଟଙ୍କାରୁ ଅଧିକ ନେଉଛନ୍ତି । ଦରବୃଦ୍ଧି ବିରୋଧରେ ରାଜ୍ୟରେ ଶାସକ ଦଳ ଭାଟ କମାଇବା ପାଇଁ ଯଦି ଆନ୍ଦୋଳନ କରିଥାନ୍ତେ ଭଲ ହୋଇଥାନ୍ତା । କଂଗ୍ରେସ ନିଜ ଦଳକୁ ବଞ୍ଚାଇବା ପାଇଁ ଏପରି କରୁଛି । ଦରବୃଦ୍ଧି ପାଇଁ ଆନ୍ଦୋଳନ କରୁନାହିଁ ବୋଲି ଗୋଲକ ମହାପାତ୍ର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.