Municipal Election: କୋଣାର୍କରେ ବିଜେଡି ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ

By

Published : Mar 14, 2022, 5:45 PM IST

Updated : Feb 3, 2023, 8:19 PM IST

thumbnail

ପୁରୀ: ପୌର ନିର୍ବାଚନ ଯେତିକି ପାଖଉଛି ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନ ସେତିକି ଜୋରଦାର ହେଉଛି । କୋଣାର୍କର 13ଟି ୱାର୍ଡରେ ବିଜେଡିର କାଉଁସିଲର ପ୍ରାର୍ଥୀମାନେ ଏବେ ଭୋଟରଙ୍କୁ ଭେଟି ସମର୍ଥନ ଲୋଡୁଛନ୍ତି । ବିଗତ ଦିନରେ କୋଣାର୍କ ଏନଏସିରେ ବିଜେଡି ଶାସନ ସମୟ ହୋଇଥିବା ବିକାଶମୂଳକ କାର୍ଯ୍ୟ, ରାଜ୍ୟ ସରକାରଙ୍କ ସଫଳ ଯୋଜନା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଶାସନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ୁଛନ୍ତି ବିଜେଡିର କାଉନସିଲର ପ୍ରାର୍ଥୀ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.