ଡିଜିଟାଲ୍ ଗ୍ୟାପ୍‌ କମ୍‌ କରିବୁ, ଅନ୍ତିମ ବ୍ୟକ୍ତି ପାଖରେ ନେଟ୍‌ ସୁବିଧା ଉପଲବ୍ଧ ହେବ: ନିଶଙ୍କ - ନେଟ୍‌ ସୁବିଧା ଉପଲବ୍ଧ ହେବ

🎬 Watch Now: Feature Video

thumbnail

By

Published : Jul 18, 2020, 5:01 PM IST

ନୂଆଦିଲ୍ଲୀ: କୋଭିଡ୍‌-19 କାଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଅନଲାଇନ ଶିକ୍ଷାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଛନ୍ତି । ମାର୍ଚ୍ଚରେ କୋରୋନା ମୁକାବିଲା ପାଇଁ ଲକଡାଉନ ହେବା ପରେ ଅନଲାଇନ କ୍ଲାସ ହେବା ପାଇଁ ପ୍ରଥମେ କିଛି ବାଧା ଦେଖାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଏହାକୁ ସୁଫଳ ରୂପେ ତୁଲାଇଥିବା ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ କହିଛନ୍ତି । ଭାରତରେ ଏକ କୋଟି 9 ଲକ୍ଷ ଶିକ୍ଷକ ରହିଛନ୍ତି । ତେବେ ଖୁବକମ ସମୟ ମଧ୍ୟରେ ସେମାନେ ଯେ କେବଳ ଅନଲାଇନ ଶିକ୍ଷା ମଡେଲକୁ ଗ୍ରହଣ କରିଛନ୍ତି ତାହା ନୁହେଁ । କୋଟି କୋଟି ଛାତ୍ରଛାତ୍ରୀଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.