ମହାତ୍ମା ବନାମ ନେତାଜୀ , ଜଣେ ନରମ ତ ଜଣେ ଗରମ - ମହାତ୍ମା ଗାନ୍ଧୀ
🎬 Watch Now: Feature Video
ଲକ୍ଷ୍ୟ ଗୋଟିଏ, ହେଲେ ବିଚରାଧାରା ଅଲଗା । ଜଣେ ଅହିଂସାର ପୂଜାରୀ ଆଉ ଜଣେ ‘କର ବା ମର’ ଭଳି ଚିନ୍ତାଧାରା ରଖୁଥିବା ବିପ୍ଲବୀ । ଯାହାକି ଉଭୟଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ସ୍ବତନ୍ତ୍ର କରି ରଖୁଥିଲା । ସେହି 2 ସଂଗ୍ରାମୀ ଆଉ କେହି ନୁହେଁ, ଜଣେ ମହାତ୍ମା ଗାନ୍ଧୀ ଓ ଅନ୍ୟ ଜଣେ ସୁବାଷ ଚନ୍ଦ୍ର ବୋଷ । ଯାହା ଯୋଗୁଁ ଆଜି ଆମେ ସ୍ବାଧିନତାର ଅପାର ମଧୁରତା ଅନୁଭବ କରୁଛେ । ତେବେ ଏହି 2 ସଂଗ୍ରାମୀଙ୍କ ଏକତ୍ର ଭୂମି ଝାଡଖଣ୍ଡର ରାମଗଡରେ କିପରି ଥିଲା ସମ୍ପର୍କ ଦେଖନ୍ତୁ...