ବାଚସ୍ପତିଙ୍କ ନୋଟିସ ବିରୋଧରେ ମାମଲା: 2ଟାରେ ଆସିପାରେ ରାୟ - pilot's petition is almost complete
🎬 Watch Now: Feature Video
ଜୟପୁର: ରାଜସ୍ଥାନ କ୍ଷମତା ଯୁଦ୍ଧରେ ବାଚସ୍ପତିଙ୍କ ନୋଟିସ ବିରୋଧରେ ହୋଇଥିବା ମାମଲାରେ ଶୁଣାଣି ପ୍ରାୟ ଶେଷ ହୋଇଥିବା ଜଣାପଡିଛି । ଫଳରେ ରାୟ 2ଟା ପରେ ଆସିଯିବ ବୋଲି କୁହାଯାଉଛି । ମାମଲାର ଶୁଣାଣି ପାଖାପାଖି ଶେଷ ହୋଇଯାଇଥିବା ବାଚସ୍ପତିଙ୍କ ଆଇନଜୀବୀ ପ୍ରତୀକ କାସଲୀୱାଲ କହିଛନ୍ତି । ତେଣୁ ନିଷ୍ପତ୍ତି 2ଟା ପରେ ଆସିଯିବ ବୋଲି ସେ ଆଶା କରିଛନ୍ତି ।