ETV Bharat / technology

ଲଞ୍ଚ ହେଲା POCO X7 ଓ X7 Pro ସ୍ମାର୍ଟଫୋନ; ଦାମ 20ହଜାରରୁ କମ୍‌ - POCO X7 5G SERIES LAUNCHED IN INDIA

ଆଜି ଦୁଇ ଦୁଇଟି ବ୍ରାଣ୍ଡର ସ୍ମାର୍ଟଫୋନ ଭାରତରେ ଲଞ୍ଚ ହୋଇଛି । Oppo ପରେ ଏବେ Poco X7 ସିରିଜ ଲଞ୍ଚ ହୋଇଛି । ଦାମ କେତେ ଓ କଣ ଖାସ ଜାଣନ୍ତୁ...

POCO X7 5G SERIES LAUNCHED IN INDIA
POCO X7 5G SERIES LAUNCHED IN INDIA (Photo Credit- Poco India)
author img

By ETV Bharat Tech Team

Published : 9 hours ago

Updated : 9 hours ago

ହାଇଦ୍ରାବାଦ: ଭାରତରେ ସନ୍ଧ୍ୟା 5ଟା 30ରେ ଲଞ୍ଚ ହୋଇଛି POCO X7 5G ସିରିଜ । ଏହି ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ POCO X7 ଓ X7 Proକୁ ଲଞ୍ଚ କରିଛି । ସବୁଠୁ ଖାସ କଥା ହେଉଛି କମ୍ପାନୀ POCO X7 Pro ସହିତ ଭାରତରେ HyperOS 2.0 ଓ MediaTek Dimensity 8400 Ultra SoC ଚିପସେଟ୍‌ ଥିବା ପ୍ରଥମ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଫୋନର ଦାମ 20 ହଜାର ଟଙ୍କା ତଳୁ ଆରମ୍ଭ ହେଉଛି ।

କମ୍ପାନୀ POCO X7 ସିରିଜ ସହ ମିଡ-ରେଞ୍ଜ ସ୍ମାର୍ଟଫୋନ ଲଞ୍ଚ କରିଛି । POCO X6 and X6 Proର ସକ୍ସେସର ଭାବେ ଏହି ସିରିଜକୁ ଲଞ୍ଚ କରାଯାଇଛି । ନୂଆ ସିରିଜରେ ଗ୍ରାହକ ପୂର୍ବ ମଡେଲ ଅପେକ୍ଷା ଦ୍ରୁତତମ ଚିପସେଟ୍‌, ଭଲ ଡିସପ୍ଲେ, କ୍ୟାମେରା ଓ ଅନେକ କିଛି ପାଇବେ । ନିମ୍ନରେ ବିସ୍ତୃତ ଭାବରେ ଆସନ୍ତୁ ଜାଣିବା ।

POCO X7 series: ଦାମ ଓ ଉପଲବ୍ଧତା

  • ପୋକୋ X7 ସ୍ମାର୍ଟଫୋନର ଦାମ ବେସ୍‌ ମଡେଲ 8GB RAM ଓ 256GB ଲାଗି Rs 19,999 ରହିଛି । ଏହା ମୋଟ 2ଟି ଭାରିଏଣ୍ଟରେ ଉପଲବ୍ଧ ।
  • POCO X7 Pro ମଧ୍ୟ ଦୁଇଟି ଭାରିଏଣ୍ଟରେ ଆସିଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ Rs 24,999 ଟଙ୍କା ରହିଛି ।
  • Flipkartରେ POCO X7 Proର ସେଲ୍‌ ଜାନୁଆରୀ 14 ତାରିଖ ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବାକୁ ଥିବା ବେଳେ POCO X7 ସେଲ୍‌ ଜାନୁଆରୀ 17ରୁ ଆରମ୍ଭ ହେବ ।
  • ପୋକୋ ଏକ୍ସ7 ସ୍ମାର୍ଟଫୋନ POCO Yellow, Glacier Green ଓ Cosmic Silver ରଙ୍ଗରେ ଉପଲବ୍ଧ ହେବ । ସେପଟେ X7 Pro ସ୍ମାର୍ଟଫୋନରେ POCO Yellow, Nebula Green ଓ Obsidian Black କଲର ଅପସନ ମିଳିବ ।
  • POCO X7 Proରେ Rs 2,000 ICICI ବ୍ୟାଙ୍କ ଡିସକାଉଣ୍ଟ, ଅତିରିକ୍ତି Rs 1,000 ଡିସକାଉଣ୍ଟ କୁପନ୍‌ ମିଳିବ ।
  • POCO X7 ଫୋନରେ 2000ଟଙ୍କା ବ୍ୟାଙ୍କ ଅଫର ଓ 2000 ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ ।
ମଡେଲPOCO X7 POCO X7 PRO
8GB + 128GBRs 19,999-
8GB + 256GB Rs 21,999Rs 24,999
12GB + 256GB-Rs 26,999

POCO X7 Pro: ସ୍ପେଶିଫିକେସନ

  • ଡିସପ୍ଲେ: 6.73-ଇଞ୍ଚ 1.5K AMOLED ଫ୍ଲାଟ ଡିସପ୍ଲେ, ଗରିଲା ଗ୍ଲାସ 7i, 3200 ନିଟ୍ସ ପିକ୍‌ ବ୍ରାଇଟନେସ୍‌ ଏବଂ 120Hz ରିଫ୍ରେସ ରେଟ୍‌
  • ପ୍ରୋସେସର: ମିଡିଆଟେକ୍‌ ଡାଇମେନସିଟି 8400 ଅଲଟ୍ରା, LPDDR5X RAM, UFS 4.0 ଷ୍ଟୋରେଜ
  • କ୍ୟାମେରା: 50MP Sony LYT-600 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା-ୱାଇଡ କ୍ୟାମେରା ଓ 20MP ସେଲ୍ଫି କ୍ୟାମେରା
  • ବ୍ୟାଟେରୀ ଓ ଚାର୍ଜିଂ: 6550mAh ବ୍ୟାଟେରୀ, 90W ଟର୍ବୋ ଚାର୍ଜ, 47 ମିନିଟରେ 100% ଚାର୍ଜ
  • ସଫ୍ଟୱେର: Android 15 ଆଧାରିତ Xiaomi HyperOS 2.0, 3ବର୍ଷ ଲାଗି ଆଣ୍ଡ୍ରଏଡ ଅପଡେଟ ଓ 4ବର୍ଷ ସିକ୍ୟୁରିଟି ଅପଡେଟ୍‌
  • AI ଫିଚର: AI Notes, AI Recorder, AI Subtitles, AI Erase Pro, AI Interpreter
  • ଅନ୍ୟାନ୍ୟ ଫିଚର: ଧୂଳି ଓ ପାଣିରୁ ପ୍ରତିବନ୍ଧକ ଲାଗି IP66/68/69 ରେଟିଂ, Wi-Fi 6, USB Type-C ପୋର୍ଟ, Dolby Atmos ସହ ଡୁଆଲ ସ୍ପିକର

POCO X7: ସ୍ପେଶିଫିକେସନ

  • ଡିସପ୍ଲେ: 6.67-ଇଞ୍ଚ 1.5K AMOLED 3D କର୍ଭଡ ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, ଗରିଲା ଗ୍ଲାସ ଭିକ୍ଟସ 2, 3000 ନିଟ୍ସ ପିକ୍‌ ବ୍ରାଇଟନେସ୍‌
  • ପ୍ରୋସେସର: ମିଡିଆଟେକ୍‌ ଡାଇମେନସିଟି 7300 ଅଲଟ୍ରା ଚିପସେଟ୍‌, LPDDR4X RAM
  • କ୍ୟାମେରା: 50MP Sony LYT-600 ପ୍ରାଇମେରି କ୍ୟାମେରା, 8MP ଅଲଟ୍ରା-ୱାଇଡ କ୍ୟାମେରା, 20MP ଫ୍ରଣ୍ଟ କ୍ୟାମେରା
  • ବ୍ୟାଟେରୀ ଓ ଚାର୍ଜିଂ: 5500mAh ବ୍ୟାଟେରୀ, 45W ଟର୍ବୋଚାର୍ଜ, 47 ମିନିଟରେ 100% ଚାର୍ଜ
  • ସଫ୍ଟୱେର: Android 14 ଆଧାରିତ Xiaomi HyperOS, 3ବର୍ଷ ପାଇଁ ଆଣ୍ଡ୍ରଏଡ ଅପଡେଟ ଓ 4ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍‌
  • AI ଫିଚର: ଏଆଇ ନାଇଟ୍‌ ମୋଡ୍‌, ଏଆଇ ମ୍ୟାଜିକ୍‌ ଇରେଜର୍‌ ପ୍ରୋ, ଏଆଇ ସ୍କାଏ ରିପ୍ଲେସମେଣ୍ଟ
  • ଅନ୍ୟାନ୍ୟା ଫିଚର: ଧୂଳି ଓ ପାଣିରୁ ପ୍ରତିବନ୍ଧକ ଲାଗି IP66/68/69 ରେଟିଂ, USB ଟାଇପ-ସି ପୋର୍ଟ, Dolby Atmos ସହିତ ଡୁଆଲ ଷ୍ଟେରିଓ ସ୍ପିକର

POCO X7 series: କଣ ନୂଆ ?

କହି ରଖୁଛୁ କି, ପୋକୋ ଏକ୍ସ7 ସିରିଜକୁ POCO X6 ଓ X6 Proର ସକ୍ସେସର ଭାବେ ଭାରତୀୟ ବଜାରରେ ମିଡ-ରେଞ୍ଜ ଫୋନ ଭାବେ ଲଞ୍ଚ କରିଛି । ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ପୋକୋ ନୂଆ ଫୋନରେ ପୂର୍ବ ମଡେଲଠାରୁ ସାମାନ୍ୟ ଅଲଗା ଡିଜାଇନ ଦେଇଛି । ନୂଆ ଫୋନରେ କ୍ୟାମେରା ମଡ୍ୟୁଲକୁ ପରିବର୍ତ୍ତନ କରିଛି । ଉଭୟ ଫୋନରେ ଅଲଗା ଅଲଗା କ୍ୟାମେରା ଡିଜାଇନ ଦିଆଯାଇଛି । ପୋକୋ ଡିସପ୍ଲେକୁ ପୂର୍ବାପେକ୍ଷା ଉନ୍ନତ କରିଥିବା ବେଳେ ଉଚ୍ଚ ବ୍ରାଇଟନେସ୍‌ ଦିଆଯାଇଛି । ନୂଆ ଫୋନ ଦ୍ରୁତତମ ଚିପସେଟ୍‌, ବଡ଼ ବ୍ୟାଟେରୀ ସହିତ ଆସିଛି । X6 ସିରିଜ ଅପେକ୍ଷା X7 ସିରିଜ ଅନେକ ଅତ୍ୟାଧୁନିକ ଫିଚର ସହିତ ଆସିଛି ।

POCO X7 series: ଏହା ବଦଳରେ କିଏ ?

ଯଦି ଆପଣ ପୋକୋ ମୋବାଇଲ କିଣିବାକୁ ଚାହୁଁନାହାନ୍ତି ତେବେ ଭାରତରେ ଏହାର ବିକଳ୍ପ ଭାବେ ଅନ୍ୟ ଫୋନ ମଧ୍ୟ ଉପଲବ୍ଧ । ସେଗୁଡ଼ିକ ହେଲା Motorola Edge 50 Neo (RS 23,999), ରେଡମି ନୋଟ୍‌ 14 (18,999ଟଙ୍କା), ୱାନପ୍ଲସ ନର୍ଡ 4 (29,999ଟଙ୍କା) ଏବଂ ମୋଟୋରୋଲୋର ଆଉ ଏକ ଫୋନ Edge 50 ରହିଛି ଯାହାର ମୂଲ୍ୟ 27,999ଟଙ୍କା ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Oppo Reno 13 ଓ 13 Pro ସ୍ମାର୍ଟଫୋନ; ମିଳିବ 50MP ସେଲ୍ଫି କ୍ୟାମେରା
  2. OnePlus 13 ବନାମ iQoo 13: କେଉଁଟା କିଣିବେ ? ଦେଖନ୍ତୁ ତୁଳନା

Last Updated : 9 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.