P-305 ବୁଡିବା ପାଇଁ କ୍ୟାପ୍ଟେନ ଦାୟୀ !

By

Published : May 20, 2021, 9:04 PM IST

thumbnail
ମୁମ୍ବାଇ: ବାତ୍ୟା ତାଉ'ତେ ଯୋଗୁଁ ଜାହାଜ ପି-305ରେ ଫସିଥିବା 270 ଜଣଙ୍କ ଜୀବନ କ୍ୟାପ୍ଟେନ କାରଣରୁ ସଙ୍କଟରେ ପଡିଥିଲା । ବାର୍ଜରୁ ବଞ୍ଚିଥିବା 2 ଜଣ ଦେଇଛନ୍ତି ଏଭଳି ବିସ୍ଫୋରକ ବୟାନ । ବାର୍ଜରେ କାମ କରୁଥିବା ଅଭିଷେକ ଆହ୍ବାଡ ଓ ବିଶାଲ କେଦାରଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ବିଶାଲ ଶବଣେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.