ଛାତ୍ରୀଛାତ୍ରୀଙ୍କ କୃତିତ୍ବ ପାଇଁ ଶିକ୍ଷକ ଗର୍ବିତ, ନିର୍ମାଣ କଲେ ରେଳ ଇଞ୍ଜିନ ସଦୃଶ ପାଣିଟାଙ୍କି - ତେନାଲିର ଗର୍ବିତ ଶିକ୍ଷକ

🎬 Watch Now: Feature Video

thumbnail

By

Published : Nov 6, 2019, 11:38 PM IST

ହାଇଦ୍ରାବାଦ: ଛାତ୍ରଛାତ୍ରୀଙ୍କ କୃତିତ୍ବ ପାଇଁ ଗର୍ବିତ ଶିକ୍ଷକ। ଦୀର୍ଘ 20 ବର୍ଷ ଧରି ଛାତ୍ରଛାତ୍ରୀଙ୍କ ପାଇଁ କରୁଥିବା ଅବିରତ ପ୍ରୟାସ ପାଇଁ ଆଜି ସୁନ୍ଦର ଭବିଷ୍ୟତ ଗଢିବାରେ ସକ୍ଷମ ପ୍ରତି ପିଲା। ଏ ହେଉଛି ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ତେନାଲି ଅଞ୍ଚଳର ଦୃ୍ଶ୍ୟ । ଯେଉଁଠାରେ ଛାତ୍ରଛାତ୍ରୀଙ୍କ କୃତିତ୍ବ ପାଇଁ କିଛି ଭିନ୍ନ କରିବାକୁ ଉଦ୍ୟମ କରିଛନ୍ତି ଶିକ୍ଷକ ପିଲ୍ଲୀ ବିଜୟଶଙ୍କର।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.