ମହିଳାଙ୍କ ପାଇଁ ହାର୍ଟ ଆଙ୍କି ହୃଦୟ ଜିତିଲେ ‘ସାରଙ୍ଗ’ ଓ ‘ସୂର୍ଯ୍ୟକିରଣ’

By

Published : Feb 3, 2021, 2:35 PM IST

thumbnail
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଆରମ୍ଭ ହୋଇଯାଇଛି ଏସିଆର ସବୁଠୁ ବଡ ଏରୋ ଇଣ୍ଡିଆ ଶୋ । ପ୍ରଥମ ଦିନରେ ସାରା ବିଶ୍ବ ଦେଖିଲା ଭାରତର ଯୁଦ୍ଧ କୌଶଳ । ଆକାଶ ମାର୍ଗରେ ଦୁଃସାହସିକ ପ୍ରଦର୍ଶନ କରିଛି ସାରଙ୍ଗ ଓ ସୂର୍ଯ୍ୟକିରଣ । କେବଳ ମହିଳାଙ୍କ ଉଦ୍ଦେଶ୍ୟରେ ଆଙ୍କିଲେ ହାର୍ଟ । ଆକାଶରେ ହାର୍ଟ ଆଙ୍କି ଜିତିଲେ ମହିଳାଙ୍କ ହୃଦୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.