ଭୂମି ପୂଜାରୁ ରାମ ମନ୍ଦିର ନିର୍ମାଣ, କେମିତି ରହିଛି ପ୍ରସ୍ତୁତି ଦେଖନ୍ତୁ..

By

Published : Aug 4, 2020, 4:47 PM IST

Updated : Aug 4, 2020, 6:56 PM IST

thumbnail
ଅଯୋଧ୍ୟା: ଅଗଷ୍ଟ 5ରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ହେବ ମନ୍ଦିର ନିର୍ମାଣର ଶୁଭ ଭୂମିପୂଜା । ସମାରୋହ ଅଭିଜାତ ମୁହୂର୍ତ୍ତରେ ଅର୍ଥାତ୍ ସକାଳ 11ଟାରୁ ଦିନ ସାଢେ 1ଟା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ବୈଦିକ ବେଳା ଓ ନକ୍ଷତ୍ର କାରଣରୁ ଏହି ସବୁଠାରୁ ପବିତ୍ର ସମୟ ବୋଲି ସ୍ଥିର କରାଯାଇଛି। ରାମ ମନ୍ଦିର ନିର୍ମାଣ କାମ ଥରେ ଆରମ୍ଭ ହୋଇଗଲେ ଏହି ସୁପ୍ରସିଦ୍ଧ ଦେବାଳୟର ନିର୍ମାଣ ସାଢେ 3 ବର୍ଷରେ ଶେଷ ହୋଇଯିବ ଏବଂ ବିଶ୍ବରେ ଏହା ସବୁଠାରୁ ଅନ୍ୟତମ ବିଶାଳ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ।
Last Updated : Aug 4, 2020, 6:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.