ଜାଣନ୍ତୁ ଅଯୋଧ୍ୟା ମାମଲାର ପୂରା ଘଟଣାବଳୀ

🎬 Watch Now: Feature Video

thumbnail

By

Published : Oct 17, 2019, 7:15 AM IST

Updated : Oct 17, 2019, 12:37 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସରିଲା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାର ଶୁଣାଣି । ବୁଧବାର ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି । ନଭେମ୍ବର ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ କରିବା ନେଇ ଆଶା ରହିଛି । ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ବିବାଦ ସର୍ବଦା ଗଣମାଧ୍ୟମର ଶୀର୍ଷକ ରହିଆସିଛି । ସ୍ଥିତି ଏତେ ସଙ୍ଗୀନ ହେଲା ଯେ, ଅଗଷ୍ଟ 6ରୁ ପ୍ରତିଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲି ଆସୁଥିଲା । ତେବେ କଣ ଏହି ମାମଲା ? କେବେ ଠାରୁ ଏହି ବିଶାଳ ବିବାଦର ମଞ୍ଜି ବୁଣାଗଲା ? ବର୍ତ୍ତମାନ ଏହାର ସ୍ଥିତି କଣ ରହିଛି ? ଏ ନେଇ ପଢନ୍ତୁ ଅଯୋଧ୍ୟା ମାମଲାର ପୂରା କ୍ୟାଲେଣ୍ଡର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 17, 2019, 12:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.