ବଦ୍ରିନାଥରେ ବରଫ ବର୍ଷା, ଦେଖନ୍ତୁ ଦୃଶ୍ୟ

By

Published : Jan 9, 2022, 9:25 AM IST

thumbnail
ଡେରାଡୁନ: ଉତ୍ତରାଖଣ୍ଡର ବଦ୍ରିନାଥରେ ଆରମ୍ଭ ହୋଇଛି ତୁଷାରପାତ । ବରଫ ଚାଦରରେ ଘୋଡାଇ ହୋଇଛି ସମ୍ପୂର୍ଣ୍ଣ ଧାମ । ଏହାସହ ଉଚ୍ଚ ଅଞ୍ଚଳରେ ତୁଷାରପାତ ଯୋଗୁଁ ନିମ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.