ଧଳା ଫରଫର ଲାହୋଲ ଘାଟି, ଆନନ୍ଦିତ ସେଓଚାଷୀ - ଲାହୋଲ ଘାଟିରେ ବରଫପାତ

🎬 Watch Now: Feature Video

thumbnail

By

Published : Nov 3, 2020, 10:18 PM IST

ସିମଲା: ଧଳାଚାଦରରେ ଘୋଡେଇ ହୋଇଛି ହିମାଚଳ ପ୍ରଦେଶର ଲାହୋଲ ଘାଟି । ଏହି ଦୃଶ୍ୟ ଦେଖିଲେ କାହାର ବି ମନ ନାଚିଯିବ । ପହିଲା ନଭେମ୍ବରରୁ ଆରମ୍ଭ ତୁଷାରପାତ ଦେଖି ଚାଷୀଙ୍କର ଉତ୍ସାହ ଆହୁରି ବଢିବାରେ ଲାଗିଛି । କାରଣ ଏଭଳି ଶୀତରେ ସେଓ ଚାଷ ବହୁତ ଭଲ ହୋଇଥାଏ । ଦୀର୍ଘଦିନ ପରେ ଲାହୋଲ ଘାଟିରେ ଦିନସାରା ତୁଷାରପାତ ହୋଇଛି । ସେପଟେ ଅନେକ ପର୍ଯ୍ୟଟକ ତୁଷାରପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି । ଯଦିଓ ପ୍ରବଳ ତୁଷାରପାତ ଯୋଗୁଁ ଅଟଳ ଟନେଲ ଆଗକୁ ଯିବାକୁ ଦିଆଗଲା ନାହିଁ, ତଥାପି ପର୍ଯ୍ୟଟକ ଏହି ତୁଷାରପାତ ଦେଖି ବେଶ ଆନନ୍ଦ ଅନୁଭବ କରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.