ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ - ravan dahan
🎬 Watch Now: Feature Video
ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ଜୟ ଦଶହରା । ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାକୁ ଅନ୍ୟାୟ ଓ ପାପ ମୁକ୍ତ କରିଥିଲେ । ତେଣୁ ପ୍ରତ୍ୟେକ ବର୍ଷ ଅଧର୍ମ ଉପରେ ଧର୍ମର ବିଜୟକୁ ମନେ ପକାଇବା ପାଇଁ ରାବଣ ପୋଡି ଉତ୍ସବ ପାଳିତ ହୁଏ । ତେବେ ଅନେକ ଅଞ୍ଚଳରେ ଶୁକ୍ରବାର ରାବଣ ପୋଡି ଅନୁଷ୍ଠିତ ହୋଇଛି ।