ଗାନ୍ଧୀ ଜୟନ୍ତୀରେ ସର୍ବଧର୍ମ ପ୍ରାର୍ଥନା ସଭା, ଯୋଗଦେଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - Vice President M Venkaiah Naidu
🎬 Watch Now: Feature Video
ନୂଆଦିଲ୍ଲୀ: ଗାନ୍ଧୀଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି (ଶନିବାର) ନୂଆଦିଲ୍ଲୀସ୍ଥିତ ଗାନ୍ଧୀ ସ୍ମୃତି ଠାରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି । ଉଭୟ ନେତା ଧାର୍ମିକ ବ୍ୟକ୍ତିବିଶେଷଙ୍କୁ ଭେଟିବା ସହ ଗାୟକ ତଥା ରାଜନେତା ହାନ୍ସ ରାଜ ହାନ୍ସଙ୍କ ରଘୁପତି ରାଘବ ରାଜାରାମ ଭଜନ ପରିବେଷଣରେ ହେଲେ ସାମିଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ