ମାଡି ଆସୁଛି ବାତ୍ୟା, ଲୋକଙ୍କୁ ସ୍ଥାନାନ୍ତର କରୁଛି NDRF
🎬 Watch Now: Feature Video
କୋଲକାତା: ମାଡି ଆସୁଛି ବାତ୍ୟା ୟସ । ପ୍ରଳୟଙ୍କାରୀ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । ଆଗାମୀ 24 ଘଣ୍ଟା ମଧ୍ୟରେ ପାରାଦ୍ବୀପ-ସାଗର ଦ୍ବୀପ ମଧ୍ୟରେ ସ୍ଥଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଶାସନ ପକ୍ଷରୁ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଉଛି । ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲା ଦିଘା ସ୍ଥିତ ତଳିଆ ଅଞ୍ଚଳର ଲୋକଙ୍କୁ ଏନଡିଆରଏଫ ଟିମ୍ ସ୍ଥାନାନ୍ତର କରୁଥିବାର ଦେଖନ୍ତୁ ଭିଡିଓ ।