5 ମହଲା କୋଠା ଭୁସୁଡିବା ଘଟଣା: ଉଦ୍ଧାର ହେଲା 4 ବର୍ଷର ଶିଶୁ - 5 ମହଲା କୋଠା ଭୁସୁଡିବା ଘଟଣା
🎬 Watch Now: Feature Video
ମୁମ୍ବାଇ: ମହାରାଷ୍ଟ୍ର ରାୟଗଡର ମହଦ ସହରର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା 7 କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛି 4 ବର୍ଷର ଶିଶୁ । ଭୁସୁଡିଯାଇଥିବା କୋଠା ମଧ୍ୟରୁ ଜୀବନ୍ତ ଉଦ୍ଧାର ହୋଇଛି ଶିଶୁ । ତେବେ ଏହି କୋଠାରେ ପ୍ରାୟ 47ଟି ପରିବାର ରହୁଥିଲେ । ସୋମବାର ସନ୍ଧ୍ୟାରେ ଏହି କୋଠାଟି ସମ୍ପୂର୍ଣ୍ଣ ଭୁସୁଡିପଡିଥିଲା ।