ଏନକାଉଣ୍ଟରରେ ପୁଅ ବିକାଶ ମୃତ, ପ୍ରତିକ୍ରିୟା ଦେଲେନି ମା’ - କାନପୁର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7966443-thumbnail-3x2-df.jpg)
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ । ମଧ୍ୟପ୍ରଦେଶରୁ କାନପୁର ନିଆଯିବା ସମୟରେ ଗାଡି ଓଲଟିବା ପରେ ବିକାଶ ଫେରାର ଉଦ୍ୟମ କରିଥିଲା। ବିକାଶର ଗିରଫ ପରେ ମା' ସାରଳା ଦେବୀ ନିଜ ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ଏବେ ପୁଅର ଏନକାଉଣ୍ଟର ପରେ ସାରଳା ଦେବୀ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ