ପାହାଡ କୋଳରେ ମୁକ୍ତା ପରି ଝଲସୁଛି ମା' ବୈଷ୍ଣୋଦେବୀଙ୍କ ପୀଠ - Mata Vaishno Devi Temple
🎬 Watch Now: Feature Video

ଶ୍ରୀନଗର: ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ଆଲୋକମାଳାରେ ଝଲସୁଛି ଭୂସ୍ବର୍ଗରେ ଅବସ୍ଥିତ ମା' ବୈଷ୍ଣୋଦେବୀଙ୍କ ପୀଠ । ଭଳିକି ଭଳି ଫୁଲରେ ସଜେଇ ହୋଇଛି ମନ୍ଦିର । ମା'ଙ୍କ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ପାହାଡ କୋଳରେ ସତେ ଯେପରି ମୁକ୍ତା ପରି ଦିଶୁଛି ବୈଷ୍ଣୋଦେବୀଙ୍କ ପୀଠ ।