କୋରୋନା ଟିକା ଭୟରେ ଗଛରେ ଚଢିଲା ଯୁବକ, ଭିଡିଓ ଭାଇରାଲ - କୋରୋନା ଟିକା ଭୟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14233540-thumbnail-3x2-up.jpg)
କୋରୋନା ଟୀକାକରଣକୁ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ଟିକା ପ୍ରତି ଲୋକଙ୍କ ମନରୁ ଯାଇନି ଭୟ । କୋରୋନା ଟିକା ଭୟରେ ଗଛରେ ଚଢିଲେ ଯୁବକ । ଟୀକାକରଣ କର୍ମଚାରୀଙ୍କ ବହୁ ବୁଝାସୁଝା ପରେ ଯୁବକ ଗଛରୁ ତଳକୁ ଆସିଲେ ଏବଂ ଟିକା ନେଲେ । ଯୁବକଙ୍କର ଏଭଳି ଗଛ ଚଢା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଘଟଣାଟି ଉତ୍ତରପ୍ରଦେଶ ବଲିଆ ଜିଲ୍ଲାର ହୋଇଥିବା କୁହାଯାଉଛି ।