ମୁଭିଂ ଚେୟାରରେ ବସି ସମଗ୍ର ଜନସମାବେଶକୁ ସମ୍ବୋଧନ କରୁଥିଲେ ବାପୁ - untouchable-dalits
🎬 Watch Now: Feature Video
ପୁଣି 13 ବର୍ଷ ପରେ, ନିଜ ପ୍ରିୟ ରଣଭୂମି ଭିତରୁ ଅନ୍ୟତମ ଛତିଶଗଡ ମାଟିରେ ପାଦ ରଖିଥିଲେ ବାପୁ । ପ୍ରଥମେ ଅନ୍ନଦାତା ଆଉ ଏବେ ଦଳିତଙ୍କ ପାଇଁ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ବର୍ଣ୍ଣ ବୈଷମ୍ୟ, ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ସେ ପ୍ରତିଜ୍ଞା ନେଇଥିଲେ । ଏଥିପାଇଁ କେବଳ ଛତିଶଗଡ ନୁହେଁ ସମଗ୍ର ଦେଶର ଯାତ୍ରା କରିବାକୁ ଘୋଷଣା କରିଥିଲେ ବାପୁ । 1933 ନଭେମ୍ବର 22ରେ ଛତିଶଗଡର ବହୁ ଛୋଟ ବଡ ଅଞ୍ଚଳ ବୁଲି ଦଳିତଙ୍କୁ ସମ୍ମାନ ଓ ପ୍ରେମର ବାର୍ତ୍ତା ବାଣ୍ଟିଥିଲେ ବାପୁ ।