thumbnail

By

Published : Jan 29, 2022, 8:05 PM IST

ETV Bharat / Videos

Beating Retreat ceremony: ଭାରତର ଗାରିମା ବଖାଣିଲେ ୧୦୦୦ ଡ୍ରୋନ

ନୂଆଦିଲ୍ଲୀ: ବିଜୟ ଚୌକରେ ସମାପିତ ହେଲା ଧ୍ବଜାବତରଣ ଉତ୍ସବ । ସମାରୋହରେ ଅଂଶଗ୍ରହଣ କଲେ 1,000 ସ୍ବଦେଶୀ ନିର୍ମିତ ଡ୍ରୋନ । ବିଭିନ୍ନ ଆକୃତିରେ କୌଶଳ ପ୍ରଦର୍ଶନ ସହ ବଖାଣିଲେ ଭାରତର ଗାରିମା । ସ୍ଥାନ ପାଇଲା ସ୍ବାଧୀନତା ସଂଗ୍ରାମରୁ ଆତ୍ମନିର୍ଭର ଭାରତର ଯାତ୍ରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.