CDS Chopper Crash: ସୁଲୁର ଏୟାରବେସକୁ ନିଆଗଲା CDSଙ୍କ ସମେତ ସମସ୍ତ ପାର୍ଥୀବ ଶରୀର, ଶ୍ରଦ୍ଧାଞ୍ଜଳି ପାଇଁ ରାସ୍ତା ଲୋକାରଣ୍ୟ

By

Published : Dec 9, 2021, 4:05 PM IST

Updated : Dec 9, 2021, 4:19 PM IST

thumbnail
ଚେନ୍ନାଇ: ଗତକାଲି କୁନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସଡିଏସ ବିପିନ ରାଓ୍ବତ, ପତ୍ନୀ ମଧୁଲିକା ଓ ଅନ୍ୟ ଯବାନଙ୍କ ପାର୍ଥିବ ଶରୀରକୁ ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରୁ ସୁଲୁର ଏୟାରବେସକୁ ନିଆଯାଇଛି । ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଲାବେଳେ ଶୋକାକୂଳ ପରିବେଶ ସୃଷ୍ଟି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ରାସ୍ତାର ଦୁଇପାର୍ଶ୍ବ ଲୋକାରଣ୍ୟ ହେବା ସହ ପୁଷ୍ପବୃଷ୍ଟି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ସ୍ଥାନୀୟ ଲୋକ । ଭାରତ ମାତା କି ଜୟ ଧ୍ବନୀରେ କମ୍ପିଲା ପରିବେଶ ।
Last Updated : Dec 9, 2021, 4:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.