ହିମାଚଳ ପ୍ରଦେଶରେ ପୁଣି ଧସିଲା ପାହାଡ, ଦେଖନ୍ତୁ ଭିିଡିଓ - ଭୂସ୍ଖଳନ ହିମାଚଳ ପ୍ରଦେଶ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12768286-273-12768286-1628914995071.jpg)
ହିମାଚଳ ପ୍ରଦେଶରେ ଗତ କିଛିଦିନ ହେବ ପାହାଡରୁ ପ୍ରବଳ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳୁଛି । ପୁଣି ରାଜ୍ୟର ଲାହୋଲରେ ପାହାଡରେ ପ୍ରବଳ ଭୂସ୍ଖଳନ ହୋଇଛି । ଯାହାର ପ୍ରଭାବରେ ଚନ୍ଦ୍ରଭାଗା ନଦୀର ପ୍ରବାହ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହା ଫଳରେ ଦୁଇଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି । ଜାହଲମା ଠାରୁ କିଲାଡ ଉପତ୍ୟାକା ପର୍ଯ୍ୟନ୍ତ ପାହାଡକୁ ଲାଗି ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି ।