thumbnail

By

Published : Aug 7, 2021, 10:59 AM IST

ETV Bharat / Videos

ବର୍ଷାରେ ବେହାଲ ପ୍ରୟାଗରାଜ, ପାଣି ଘେରରେ ଅନେକ ଘର

ଲକ୍ଷ୍ନୌ: ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶର ପ୍ରୟାଗରାଜ । ପ୍ରବଳ ବର୍ଷା ହେତୁ ପ୍ରୟାଗରାଜର ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ଅନେକ ସ୍ଥାନ ଏବେ ଜଳମଗ୍ନ ହେଇ ରହିଛି । ଲୋକଙ୍କ ଘରେ ପାଣି ପ୍ରବେଶ କରିବା ସହ ଘର ଗୁଡିକ ପାଣି ଘେରରେ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.