ଅଯୋଧ୍ୟାରେ ଭୂମି ପୂଜନ, ମନ୍ଦିରମାଳିନୀ ସହରରେ ରାମମୟ ପରିବେଶ

By

Published : Aug 5, 2020, 5:48 PM IST

thumbnail
ଭୁବନେଶ୍ବର: ରାମ ଜନ୍ମଭୂମିରେ ଭୂମିପୁଜନ ନେଇ ଉତ୍ସବମୂଖର ସାରା ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଛନ୍ତି । ଏହି ଅବସର ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ମଧ୍ୟ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ରାମମନ୍ଦିର ପରିସରରେ ସୁନ୍ଦରଖଣ୍ଡ ସ୍ତୁତି ସହ ହନୁମାନ ଚାଳିଷା ପାଠ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ କୋରୋନା କଟକଣା ଯୋଗୁଁ ଭକ୍ତଙ୍କ ଗହଳି ମନ୍ଦିରରେ ଦେଖିବାକୁ ମିଳିନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.