ଜାଣନ୍ତୁ, କିପରି ଧରାପଡିଲା ବିକାଶ ଦୁବେ... - kanpur encounter
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7954396-thumbnail-3x2-bikash.jpg)
ଭୋପାଳ: କାନପୁରର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମଧ୍ୟପ୍ରଦେଶର ଉଜ୍ଜୈନରେ ଧରାପଡିଛନ୍ତି । ପୋଲିସ ତାଙ୍କୁ ଗିରଫ କରି ୟୁପି ପୋଲିସକୁ ହସ୍ତାନ୍ତର କରିଥିବା ନେଇ ସୂଚନା ମିଳିଛି । ତେବେ ସେ ଉଜ୍ଜୈନ ମନ୍ଦିରକୁ ପଛପଟ ଫାଟକ ଦେଇ ଆସିଥିବା ସିସିଟିଭିରେ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ ସୁରକ୍ଷାକର୍ମୀ । ପରେ ପୋଲିସ ତାଙ୍କୁ ଗିରଫ କରିଥିବା କହିଛନ୍ତି ସେଠାକାର ସିକ୍ୟୁରିଟି ଗାର୍ଡ ଲାଖନ ଯାଦବ ।