ଉତ୍ତର ଭାରତରେ ତୁଷାରପାତ, ବରଫର ମଜା ନେଉଛନ୍ତି ପର୍ଯ୍ୟଟକ - ବରଫର ମଜା ନେଉଛନ୍ତି ପର୍ଯ୍ୟଟକ
🎬 Watch Now: Feature Video

ଉତ୍ତର ଭାରତରେ ଜାରି ରହିଛି ତୁଷାରପାତ। ଗତି କିଛିଦିନ ଧରି ଜମ୍ମୁ-କାଶ୍ମୀର ଓ ହିମାଚଳରେ ପ୍ରବଳ ତୁଷାରପାତ ବଢିବା ସହ ହ୍ରାସ ପାଉଛି ପାରଦ । ସେପଟେ, ହିମଚାଦରରେ ଘୋଡେଇ ରହିଥିବା ହିମାଚଳକୁ ପର୍ଯ୍ୟଟକ ଛୁଟିବା ସହ ଶୀତରେ ବରଫର ମଜା ନେଉଛନ୍ତି ପର୍ଯ୍ୟଟକ ।