ପଶ୍ଚିମ ଓଡିଶା ପ୍ରତି ବିଶ୍ବାସଘାତ କରିଛନ୍ତି ରାଜ୍ୟ ସରକାର: ଜୟ ନାରାୟଣ
🎬 Watch Now: Feature Video
ଭୁବନେଶ୍ବର: ଚଳିତ ସପ୍ତାହ ଇଟିଭି ଭାରତ ଡିଜିଟାଲ ଡାଏଲଗ (etv bharat digital dialogue) କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (MLA Jaya Narayan Mishra) । ସାକ୍ଷାତକାର ଦେଇ ରାଜ୍ୟ ସରକାରଙ୍କ ଉପରେ ଅଜାଡିଲେ ଏକାଧିକ ଅସନ୍ତୋଷ । କହିଲେ ପଶ୍ଚିମାଞ୍ଚଳକୁ ଖାଲି ଅବହେଳା କରୁନାହାଁନ୍ତି, ବିଶ୍ବାସଘାତ ମଧ୍ୟ କରୁଛନ୍ତି । ଆମକୁ ଆମ ପ୍ରାପ୍ୟ ଦେବାରେ ସରକାର ବିଫଳ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟକୁ ସ୍ଥାନାନ୍ତର କରିପାରିଲେ ନାହିଁ । ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସରକାର ହିଁ ଖଳନାୟକ ସାଜିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ