ଭବିଷ୍ୟତରେ କୋଭିଡ୍ ଭଳି ପରିସ୍ଥିତିର ମୁକାବିଲା ସଂପର୍କରେ ଶିକ୍ଷା ନୀତିରେ କୌଣସି ପ୍ରସ୍ତାବ ନାହିଁ - ଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ରୂପାନ୍ତରଣ ନିମନ୍ତେ ନୂତନ ଶିକ୍ଷା ନୀତି-2020 ଉଦ୍ଦିଷ୍ଟ
🎬 Watch Now: Feature Video
ଉଭୟ ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ରୂପାନ୍ତରଣ ନିମନ୍ତେ ନୂତନ ଶିକ୍ଷା ନୀତି-2020 ଉଦ୍ଦିଷ୍ଟ, କିନ୍ତୁ ଏଥିରେ କୋଭିଡ୍ ପ୍ରସଙ୍ଗକୁ ସଂପୂର୍ଣ୍ଣ ଏଡ଼ାଇ ଦିଆଯାଇଛି ବୋଲି କହନ୍ତି ‘ସେଭ୍ ଦି ଚିଲ୍ଡ୍ରେନ୍, ଇଣ୍ଡିଆ’ର ମୁଖ୍ୟ କମଲ ଗୌର ।