ଅମ୍ଫାନ ପାଇଁ ଅଶାନ୍ତ ଦୀଘା ବେଳାଭୂମି, କୂଳ ଲଙ୍ଘୁଛି ବଡବଡ ଢେଉ - rain in digha
🎬 Watch Now: Feature Video

ଦୀଘା: ସଂଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ଫାନ । ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ । ଅଶାନ୍ତ ରହିଛି ପଶ୍ଚିମବଙ୍ଗର ଦୀଘା ସମୁଦ୍ରକୂଳ । କୂଳ ଲଙ୍ଘୁଛି ବଡ ବଡ ଢେଉ । ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ସହ ଘରେ ରହିବାକୁ ଡାକବାଜି ଯନ୍ତ୍ର ଯୋଗେ ଦିଆଯାଉଛି ପରାମର୍ଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ