300 କେଜି ଲଡୁରେ ଶୃଙ୍ଗାର ଶିବଲିଙ୍ଗ, ଜାଣନ୍ତୁ କେଉଁଠି ? - addoo neelkanth mahadev temple rishikesh

🎬 Watch Now: Feature Video

thumbnail

By

Published : Jun 12, 2021, 9:44 PM IST

ଡେରାଡୁନ: ବେସନ ଲଡୁରେ ସଜେଇ ହୋଇଛନ୍ତି ମହାଦେବ । ମନ୍ଦିର ଗର୍ଭରେ ରହିଥିବା ଶିବଲିଙ୍ଗର ଚର୍ତୁପାର୍ଶ୍ବରେ ସୁସଜ୍ଜିତ ହୋଇ ରହିଛି ବେସନ ଲଡୁ । ଏ ହେଉଛି ଉତ୍ତରାଖଣ୍ଡ ସ୍ଥିତ ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିରର ଦୃଶ୍ୟ । ଜଣେ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେବା ପରେ ସେ ଏହି ମନ୍ଦିରର ଶିବଲିଙ୍ଗରେ 300 କିଲୋର ବେସନ ଲଢୁ ଭୋଗରେ ଲଗାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.