କନ୍ୟାକୁମାରୀ ଥିରପାରାପ୍ପୁ ଜଳପ୍ରପାତରେ ତାଉ'ତେ ତାଣ୍ଡବ - thirparappu waterfalls
🎬 Watch Now: Feature Video
କନ୍ୟାକୁମାରୀ: ଦକ୍ଷିଣ ଭାରତର କେତେକ ରାଜ୍ୟ ସମେତ ଗୁଜୁରାଟରେ ସାମୁଦ୍ରିକ ଝଡ ତାଉ'ତେ ଏବେ ତାଉ ଦେଖାଉଛି । ତେବେ ତାମିଲନାଡୁରେ ମଧ୍ୟ ତାଉ'ତେ ବ୍ୟାପକ କ୍ଷୟକ୍ଷତି କରିଛି । କନ୍ୟାକୁମାରୀ ସ୍ଥିତ ଥିରପାରାପ୍ପୁ ଜଳପ୍ରପାତରେ କେମିତି ଥିଲା ତାଉ'ତେର ତାଣ୍ଡବ ଦେଖନ୍ତୁ ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ