ପ୍ରବାସୀଙ୍କୁ ୟୁଏଇରୁ ଉଡାଇ ଆଣୁଛନ୍ତି କ୍ୟାପଟେନ ମଧୁସ୍ମିତା - ପ୍ରବାସୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7842711-thumbnail-3x2-madhu.jpg)
ଭୁବନେଶ୍ବର: ପୁଣି 215 ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ସାଉଦି ଆରବରୁ ଫ୍ଲାଇଟରେ ଉଡାଣ ଭରିଛନ୍ତି କ୍ୟାପଟେନ ମଧୁସ୍ମିତା ପଟ୍ଟନାୟକ । ଆଜି ଅପରାହ୍ନରେ ଉଡାଣ ଭରିଥିବା ବେଳେ ରାତି 10 ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ ବୋଲି ସୂଚନା ରହିଛି । ସେପଟେ ଓଡ଼ିଆ ଭାଇ ଭଉଣୀଙ୍କୁ ଧରି ସ୍ବରାଜ୍ୟ ଫେରୁଥିବା ନେଇ ନିଜେ ସୂଚନା ଦେଇଛନ୍ତି କ୍ୟାପେଟନ ମଧୁସ୍ମିତା।