thumbnail

By

Published : Mar 6, 2021, 10:30 PM IST

ETV Bharat / Videos

ସାଂସଦ ପ୍ରଜ୍ଞା ସିଂ ଠାକୁର ଗୁରୁତର, ଏୟାର ଆମ୍ବୁଲାନ୍ସରେ ଗଲେ ମୁମ୍ବାଇ

ଭୋପାଳ: ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଏୟାର ଆମ୍ବୁଲାନ୍ସ ଯୋଗେ ନିଆଗଲା ମୁମ୍ବାଇ । ତାଙ୍କୁ ମୁମ୍ବାଇସ୍ଥିତ କୋକିଳାବେନ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଥାଉକି ଗତ କିଛି ଦିନ ପୂର୍ବରୁ ଦିଲ୍ଲୀ ଏମସରୁ ଚିକିତ୍ସିତ ହୋଇ ଫେରିଥିଲେ । ସେ 2019 ସାଧାରଣ ନିର୍ବାଚନରେ ଭୋପାଲ ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ତେବେ ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଁ ବିସ୍ଫୋରଣ ମାମଲା ପାଇଁ ଚର୍ଚ୍ଚାରେ ଥିଲେ ପ୍ରଜ୍ଞା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.