ଶ୍ରୀନଗରରେ ବାୟୁସେନାର ଏୟାର ଶୋ, ଶକ୍ତି ଦେଖାଇଲେ ମିଗ, ସୁଖୋଇ ଓ ଚିନୁକ - ଭାରତୀୟ ବାୟୁ ସେନାର ଏୟାର ଶୋ
🎬 Watch Now: Feature Video

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ‘ଆଜାଦି କା ଅମୃତ ମହୋତ୍ସବ’। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଆଜି(ରବିବାର)ଶ୍ରୀନଗର ଡାଲ ହ୍ରଦରେ ଏୟାର ଶୋ ପ୍ରଦର୍ଶିତ କରିଛି ଭାରତୀୟ ବାୟୁସେନା । ଶକ୍ତି ପ୍ରଦର୍ଶନ କଲେ ଲଢୁଆ ବିମାନ ସୁଖୋଇ-30 ,ମିଗ-21 ଓ ଅତ୍ୟାଧୁନିକ ହେଲିକପ୍ଟର ଚିନୁକ । ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।