ଦେବଭୂମିରେ ବାଦଲ ଫଟା ବର୍ଷା, ଜଳ ପ୍ରଳୟର ଭୟାବହ ଦୃଶ୍ୟ - cloudburst hit Mehla block
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11642955-618-11642955-1620145550953.jpg)
ଡେରାଡୁନ: ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା । ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାର ମେହଲା ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି । ତେବେ ପ୍ରାକୃତିକ ବିପର୍ଯ୍ୟୟରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।