thumbnail

By

Published : Mar 24, 2022, 6:08 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Poll: ଭୋଟ ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ସାଧରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା ମଧ୍ୟ କରୁଛନ୍ତି ନିଜର ମତ ସାବ୍ୟସ୍ତ । ତେବେ ବ୍ରହ୍ମପୁର ମହାନଗର ନିର୍ବାଚନରେ ନିଜର ମତଦାନ କରିଛନ୍ତି, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଆଜି (ଗୁରୁବାର) ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ୩୫ ନମ୍ବର ୱାର୍ଡର ଗଜପତି ନଗର ସରସ୍ବତୀ ଶିଶୁ ମନ୍ଦିରରେ ମତଦାନ କେନ୍ଦ୍ରରେ ନିଜର ମତ ଦେଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.