Municipal Election: ସରିଲା ନିର୍ବାଚନ, ପ୍ରାର୍ଥୀ ଓ ଭୋଟର କଲେ ମତଦାନ - ବାଲେଶ୍ବର ମ୍ୟୁନିସିପାଲ ନିର୍ବାଚନୀ ଖବର

🎬 Watch Now: Feature Video

thumbnail

By

Published : Mar 24, 2022, 7:24 PM IST

Updated : Feb 3, 2023, 8:20 PM IST

ବାଲେଶ୍ଵର: ସରିଲା ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ବାଲେଶ୍ବରରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ସବିତା ସାହୁ 13 ନଂ ୱାର୍ଡର 42 ନଂ ବୁଥରେ ମତଦାନ କରିଛନ୍ତି । ସେହିପରି ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ରଶ୍ମିରେଖା ଦେବ ମାଣିଖମ୍ବ ସ୍କୁଲରେ ମତଦାନ କରିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.