thumbnail

By

Published : Mar 30, 2022, 7:42 PM IST

Updated : Feb 3, 2023, 8:21 PM IST

ETV Bharat / Videos

ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କଲେ ଅନସୂୟା ପ୍ରଧାନ

ବାଲେଶ୍ଵର: ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଅନସୂୟା ପ୍ରଧାନ । ଜଳେଶ୍ବର 9 ନଂ ଜୋନରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହେବାପରେ ଅପ୍ରତିଦ୍ବନ୍ଦୀ ଭାବେ ସେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତିକୁ ଆସିଥିବା ଅନସୂୟା ବିଜୟର ଶ୍ରେୟ ପ୍ରଭୁ ଜଗନ୍ନାଥ, ଦଳୀୟ କର୍ମୀ, ମୁଖ୍ୟମନ୍ତ୍ରୀ ଏବଂ ଜନସାଧାରଣଙ୍କୁ ଦେଇଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.