thumbnail

By

Published : Mar 25, 2022, 4:38 PM IST

Updated : Feb 3, 2023, 8:20 PM IST

ETV Bharat / Videos

ବାଲେଶ୍ବର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହେଲେ ଅନସୂୟା ପ୍ରଧାନ

ବାଲେଶ୍ଵର: ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଅନସୂୟା ପ୍ରଧାନ । ଆଜି(ଶୁକ୍ରବାର) ବାଲେଶ୍ବର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପାଇଁ ନିର୍ବାଚନ ହୋଇଥିଲା । ୧୨ଟି ବ୍ଲକର ବିଭିନ୍ନ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୫ ଟି ଜୋନରୁ ୩୯ ଟିରେ ବିଜୟୀ ହୋଇ ଥବାବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ନିର୍ଦ୍ଵନ୍ଦ୍ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ନାରାୟଣ ଚନ୍ଦ୍ର ପ୍ରଧାନ । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.