thumbnail

By

Published : Mar 28, 2022, 9:00 PM IST

Updated : Feb 3, 2023, 8:21 PM IST

ETV Bharat / Videos

Watch Video: ହୁତୁହୁତୁ ହୋଇ ଜଳୁଛି ରାସାୟନିକ କାରଖାନା

ମୁମ୍ବାଇ: ମହାରାଷ୍ଟ୍ରର ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ଅହମ୍ମଦନଗରରେ ଥିବା ଏକ ରାସାୟନିକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । ଅହମ୍ମଦନଗର ଅନ୍ତର୍ଗତ ଶ୍ରୀରାମପୁରରେ ଥିବା MIDC ରସାୟନିକ କାରଖାନାରେ ନିଆଁ ଲାଗିଥିବାବେଳେ ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେହିପରି କେଉଁ କାରଣରୁ ନିଆଁ ଲାଗିଲା ତାହାର କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.