thumbnail

By

Published : Dec 30, 2022, 10:22 PM IST

Updated : Feb 3, 2023, 8:37 PM IST

ETV Bharat / Videos

SNOWFALL: କୁଲ୍ଲୁରେ ବର୍ଷ ଶେଷରେ ତୁଷାରପାତ, ଟ୍ରାଫିକରେ ଫସିଲା ୪୦୦ ଯାନ

ସିମଲା: ହିମାଚଳପ୍ରଦେଶର କୁଲ୍ଲୁଠାରେ ପ୍ରବଳ ତୁଷାରପାତ ହୋଇଛି (Snowfall in Kullu and Lahaul) । ଏହା ପର୍ଯ୍ୟଟକଙ୍କୁ ନିହାତି ଆନନ୍ଦ ଦେଇଥିବା ବେଳେ ଏପଟେ ସ୍ଥାନୀୟ ପ୍ରଶାସନର ବଢିଛି ଟେନସନ । ତୁଷାରପାତ ଯୋଗୁଁ କୁଲ୍ଲୁରେ ପ୍ରାୟ ୪୦୦ ଯାନ ଫସି ରହିଥିବା ଜଣାପଡ଼ିଛି (Kullu administration pulled out 400 vehicles)। ଏହି ଯାନଗୁଡ଼ିକ ଅଟଳ ଟନେଲ ଦେଇ ଯିବା ପରେ ଲାହୌଲ ଘାଟିରେ ଅଟକି ରହିଛି । ବରଫ ଯୋଗୁଁ କାର ଖସିବାର ସମ୍ଭାବନା ଥିବାରୁ ରାସ୍ତାରେ ମାଟି ବିଛାଯାଇଥିଲା । ଏହାପରେ ଟ୍ରାଫିକକୁ ନିୟନ୍ତ୍ରଣକୁ ଅଣାଯାଇଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.