Padma Awards 2023: ପଶ୍ଚିମ ଓଡିଶା କଳା ସଂସ୍କୃତି ସମ୍ମାନ ପାଇଛି: ପଦ୍ମଶ୍ରୀ କ୍ରିଷ୍ଣା ପଟେଲ - ପଦ୍ମଶ୍ରୀ କ୍ରୀଷ୍ଣା ପଟେଲ

🎬 Watch Now: Feature Video

thumbnail

By

Published : Jan 25, 2023, 11:04 PM IST

Updated : Feb 3, 2023, 8:39 PM IST

ସମ୍ବଲପୁର: ପ୍ରସିଦ୍ଧ  ସମ୍ବଲପୁରୀ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ ସମ୍ମାନ । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ଘୋଷଣା କଲେ ପଦ୍ମ ପୁରସ୍କାର । ଚଳିତ  ବର୍ଷ ଓଡିଶାରୁ 4 ଜଣ ଏହି ସମ୍ମାନ ପାଇବେ । ଯେଉଁଥିରେ ପ୍ରସିଦ୍ଧ ରଙ୍ଗବତୀ ଗୀତର କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ରହିଛନ୍ତି । ପଦ୍ମଶ୍ରୀ ସମ୍ମାନ ପାଇଁ କ୍ରିଷ୍ଣାଙ୍କ ନା ଘୋଷଣା ହେବା ପରେ ଖୁସି ଜାହିର କରିଛନ୍ତି । କହିଛନ୍ତି ସମ୍ମାନକୁ ମୁଁ ମା ଇଷ୍ଟଦେବୀ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରୁଛି । ଏହାସହ ପଶ୍ଚିମ ଓଡିଶାର କଳା ସଂସ୍କୃତି ଓ ଶ୍ରୋତାଙ୍କୁ ସମର୍ପଣ କରୁଛି ବୋଲି କହିଛନ୍ତି କ୍ରିଷ୍ଣା । ଏତତ ବ୍ୟତୀତ ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କ୍ରିଷ୍ଣା ।  ପୂର୍ବରୁ ରଙ୍ଗବତୀ ସଂଗୀତର  ରଚୟିତା ମିତ୍ରଭାନୁ ଗୌନ୍ତିଆ ଓ ଗାୟକ ଜିତେନ୍ଦ୍ର ହରିପାଲଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିସାରିଛନ୍ତି  କେନ୍ଦ୍ର ସରକାର ।  ଦେଖନ୍ତୁ କ୍ରିଷ୍ଣା ପଟେଲଙ୍କ ସହ ସାକ୍ଷାତକାର ।  ସାକ୍ଷାତକାର  ବାଦଶାହା ଜୁଷ୍ମନ ରଣା, ସମ୍ବାଦଦାତା, ସମ୍ବଲପୁର ।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.