ଦଇବ ସାଧିଲା ଦାଉ, କୁନି କାନ୍ଧରେ ପରିବାର ଭାର

🎬 Watch Now: Feature Video

thumbnail
ବାଲେଶ୍ବର: ବାପାର ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସହାୟତା ମାଗୁଛି ପୁଅ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ । ହାତରେ ପଲିଥିନ୍ ଏବଂ ବ୍ୟାନର ଧରି ବାପାର ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସହାୟତା ମାଗୁଛି ପୁଅ । ପରିବାରର ପ୍ରତିପୋଷଣ ପାଇଁ ଟଙ୍କା ରୋଜଗାର କରୁ କରୁ ଆକ୍ରାନ୍ତ ହୋଇ କ୍ୟାନସରରେ ଆଖି ବୁଜିଲେ ସୋର ବ୍ଲକ ସାଜନପୁର ପଞ୍ଚାୟତ ବରହମପୁର ଗାଁର ରମେଶ ଜେନା । ଏଥିପାଇଁ ରମେଶଙ୍କ ନାବାଳକ ପୁଅ ବାପାର ଶୁଦ୍ଧିକ୍ରିୟା ପାଇଁ ସହାୟତା ମାଗୁଥିବା ବେଳେ ନାବାଳକ ପୁଅର ଏମିତି ପରିସ୍ଥିତି ଦେଖି ସୋର ଅଞ୍ଚଳର ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଦୁଃଖି ପରିବାରକୁ ସହାୟତାର ହାତ ବଢ଼ାଇଛି । ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.