thumbnail

By

Published : Oct 24, 2022, 8:25 PM IST

Updated : Feb 3, 2023, 8:30 PM IST

ETV Bharat / Videos

Diwali: ଅମୃତସର ସ୍ୱର୍ଣ୍ଣମନ୍ଦିରରେ ଦୀପାବଳି, ଆଲୋକିତ ମନ୍ଦିର ପରିସର

ଚଣ୍ଡିଗଡ଼: ଆଜି ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଦୀର୍ଘ ୨ ବର୍ଷ ପରେ ଭାରତବାସୀ ଧୁମଧାମରେ ଦୀପାବଳି ପାଳୁଛନ୍ତି । ତେବେ ପଞ୍ଜାବ ଅମୃତସର ସ୍ଥିତ ବିଶ୍ବପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର (Golden Temple)ରେ ମଧ୍ୟ ଦୀପାବଳି ଉତ୍ସବ ପାଳିତ ହୋଇଛି । ମନ୍ଦିର ପରିସର ଆଲୋକମାଳାରେ ଆଲୋକିତ ହୋଇଥିବା ବେଳେ ମନ୍ଦିର ଉପରେ ବାଣ ଫୁଟୁଥିବା ସମୟରେ ଚିତ୍ତାକର୍ଷକ ଦୃଶ୍ୟ କ୍ୟାମରାରେ କଏଦ ହୋଇଛି । ଯାହାକି ମନ୍ଦିରର ଶୋଭାକୁ ବର୍ଦ୍ଧିତ କରିଛି ।
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.